ମା’ ଦାଦନ ଶ୍ରମିକ, ବାପା ମାନସିକ ବିକୃତ, ଦିବ୍ୟାଙ୍ଗ ପୁଅ ପାଇଲେ ରାଜ୍ୟସ୍ତରୀୟ ପୁରସ୍କାର

ସାନ ଭଉଣୀର ବାହାଘର ପାଇଁ ଟଙ୍କା ରଖୁଛନ୍ତି ରବି ନୂଆପଡ଼ା: ମା’ ହେଉଛନ୍ତି ଦାଦନ ଶ୍ରମିକ, ବାପା ମାନସିକ ବିକୃତ କିନ୍ତୁ ଦିବ୍ୟାଙ୍ଗ ପୁଅ ନୂଆପଡ଼ା ଜିଲ୍ଲାପାଇଁ ‌ଗୌରବ ଆଣିଛନ୍ତି। ଜଣେ ଦିବ୍ୟାଙ୍ଗ ସ୍କୁଲରେ ନିଷ୍ଠାପର ଭା‌ବେ ସେବା କରିଥିବା ବିଦ୍ୟାଙ୍ଗ ରବି ଶବରଙ୍କୁ ଭିନ୍ନକ୍ଷମ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବିଛିନ୍ନ … Continue reading ମା’ ଦାଦନ ଶ୍ରମିକ, ବାପା ମାନସିକ ବିକୃତ, ଦିବ୍ୟାଙ୍ଗ ପୁଅ ପାଇଲେ ରାଜ୍ୟସ୍ତରୀୟ ପୁରସ୍କାର